Udi Udi Jaye Ringtones

756 ringtones matching "Udi Udi Jaye". Here you can browse, listen and download Udi Udi Jaye Ringtones for free. Best Udi Udi Jaye Ringtones Download with MP3 file format for your Android mobile phone.

30
@Diane
0
ହରି ବୋଲ ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ କାଳିଆ ଯାଉଛି... କାଳିଆ ଯାଉଛି ମାଉସୀ-ଘର ଆଜି ବରଷେ ପରେ ଏ ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ ଘର ଘରଣୀ, ରାଜ ଚଳଣି ସବୁ ପଛକୁ ରଖି ଭକ୍ତ ସାଙ୍ଗରେ, ରସ ରଙ୍ଗରେ ଜଗା ଯାଇଛି ମାତି ଘର ଘରଣୀ, ରାଜ ଚଳଣି ସବୁ ପଛକୁ ରଖି ଭକ୍ତ ସାଙ୍ଗରେ, ରସ ରଙ୍ଗରେ ଜଗା ଯାଇଛି ମାତି ଜାତି ପତି ସବୁ... ଜାତି ପାଟି ସବୁ ଗାଧୋଇଗଲା ଦେଖ ବଡ଼ଦାଣ୍ଡରେ ଏ ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ ରଥ ଉପରେ ଅଚଳ ମେରୁ ବିଜେ ବାମନ ହୋଇ ରଥେ ବାମନ କଲେ ଦର୍ଶନ, ପୁନର୍ଜନମ ନାହିଁ ରଥ ଉପରେ ଅଚଳ ମେରୁ ବିଜେ ବାମନ ହୋଇ ରଥେ ବାମନ କଲେ ଦର୍ଶନ, ପୁନର୍ଜନମ ନାହିଁ ତିନିପୁର ଲୋକ... ତିନିପୁର ଲୋକ ସେ ଲାଗି ରୁଣ୍ଡ ଶ୍ରୀଗୁଣ୍ଡିଚା ଜାତରେ ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ
23
@Honoka
340
30
@Katarzyna
867

X

#1 Ringtone App - top ringtones for free!

logo
Login with Google Login with Facebook

By joining, you agree to Terms of Service & Privacy Policy.

Upload a ringtone

You can upload MP3, WAV, M4A, OGG, M4R, ACC format files.

By selecting 'Upload' you are representing that this item is not obscene and does not otherwise violate Terms of Service, and that you own all copyrights to this item or have express permission from the copyright owner(s) to upload it.

Before uploading, please read our Privacy.